ଉପଚିବା Upachibā

  • ଦେ. କ୍ରି (ସଂ. ଉପଚୟ) — ଉପରକୁ ଉଠିବା; ଉପୁଚିବା — To overflow; to rise up, to run over; to come up
  • ଦେ. କ୍ରି (ସଂ. ଉପଚୟ) — ଅତ୍ୟଧିକ ଭାବରେ ଦେଖାଯିବା; ସାଲୁସାଲୁ ହେବା — To abound