ଉପଚାଯ୍ୟ Upachāj̄yā

  • ସଂ. ବି (ଉପ+ଚି ଧାତୁ+କର୍ମ. ଯ; ନିପାତନ) — ସଂସ୍କୃତ ଅଗ୍ନି — Consecrated fire
  • ସଂ. ବି (ଉପ+ଚି ଧାତୁ+କର୍ମ. ଯ; ନିପାତନ) — ଯଜ୍ଞାଗ୍ନି — Sacrificial fire
  • ସଂ. ବି (ଉପ+ଚି ଧାତୁ+କର୍ମ. ଯ; ନିପାତନ) — ଯଜ୍ଞାଗ୍ନିଧାରଣାର୍ଥ କୁଣ୍ତବିଶେଷ — Sacrificial fire-Place