ଉନ୍ମୀଳ Unmīḻa
- ଦେ. ବିଣ (ସଂ. ଉନ୍ମୀଳିତ) — ଫିଟିଥିବା (ଆଖି) — Opened (eye)
- ଦେ. ବିଣ (ସଂ. ଉନ୍ମୀଳିତ) — ସେ ଆଙ୍ଗିରସ ନିକାସନେ, ଚାହିଁଲା ଉନ୍ମୀଳ ଲୋଚନେ —ଜଗନ୍ନାଥ, ଭାଗବତ ।
- ଦେ. ବିଣ (ସଂ. ଉନ୍ମୀଳିତ) — ବିକଶିତ; ପ୍ରସ୍ଫୁଟିତ — Blown; opened
- ଦେ. ବିଣ (ସଂ. ଉନ୍ମୀଳିତ) — ଉନ୍ମୀଳ ମଧୁର ଗନ୍ଧ ଲୁବୁଧେ; ଚୂତ ମଧୁପ ଚୁମ୍ବଇ ମୁଗୁଧେ। —ପ୍ରାଚୀ, ରସବାରିଧି।