ଉନ୍ମୀଳନ Unmīḻana
- ସଂ. ବି (ଉତ୍+ମୀଳ୍ ଧାତୁ=ଫିଟାଇବା, ଖୋଲିବା+ ଭାବ. ଅନ) — — 1 । ଫୁଲ ଫୁଟିବା — 1 ଫୁଲ ଫୁଟିବା—1. Expanding or blowing of a flower
- ସଂ. ବି (ଉତ୍+ମୀଳ୍ ଧାତୁ=ଫିଟାଇବା, ଖୋଲିବା+ ଭାବ. ଅନ) — ବିକାଶ; ଉନ୍ମେଷ; ପ୍ରକାଶ — Expansion; expanding
- ସଂ. ବି (ଉତ୍+ମୀଳ୍ ଧାତୁ=ଫିଟାଇବା, ଖୋଲିବା+ ଭାବ. ଅନ) — (ଚକ୍ଷୁ ପ୍ରଭୃତି) ଉଦ୍ଘାଟନ; ଖୋଲିବା; ମେଲା କରିବା — Opening of eyes