ଉନ୍ମୀଳିତ Unmīḻita

  • ସଂ. ବିଣ (ଉତ୍=ଉପରକୁ+ମୀଳ ଧାତୁ=ମେଲିବା+ କର୍ତ୍ତୃ. ତ) — — 1 । ଫିଟିଥିବା ଆଖି — 1 ଫିଟିଥିବା ଆଖି
  • ସଂ. ବିଣ (ଉତ୍=ଉପରକୁ+ମୀଳ ଧାତୁ=ମେଲିବା+ କର୍ତ୍ତୃ. ତ) — ବିକଶିତ; ପ୍ରକାଶିତ — Expanded
  • ସଂ. ବିଣ (ଉତ୍=ଉପରକୁ+ମୀଳ ଧାତୁ=ମେଲିବା+ କର୍ତ୍ତୃ. ତ) — ପ୍ରସ୍ଫୁଟିତ — Full blown