ଉନ୍ମାର୍ଗଗାମୀ Unmārgagāmī

  • ସଂ. ବିଣ. ପୁଂ (ଉନ୍ମାର୍ଗ+ଗମ୍ ଧାତୁ=ଯିବା+କର୍ତ୍ତୃ. ଇନ୍) — — 1 । ଅସଦାଚାରୀ; ଗର୍ହିତାଚାରୀ — 1 ଅସଦାଚାରୀ; ଗର୍ହିତାଚାରୀ
  • ସଂ. ବିଣ. ପୁଂ (ଉନ୍ମାର୍ଗ+ଗମ୍ ଧାତୁ=ଯିବା+କର୍ତ୍ତୃ. ଇନ୍) — କୁପଥଗାମୀ — Going astray or erring