ଉନ୍ମୁଦ୍ର Unmudra

  • ସଂ. ବିଣ. (ବହୁବ୍ରୀହି; ଉତ୍=ବିମୁକ୍ତ+ମୁଦ୍ରା=ମୁଦା) — ବିକଶିତ — Expanded
  • ସଂ. ବିଣ. (ବହୁବ୍ରୀହି; ଉତ୍=ବିମୁକ୍ତ+ମୁଦ୍ରା=ମୁଦା) — ମୁଦ ଫିଟାଯାଇ ଥିବା — , Unsealed