ଉନ୍ମୁନି Unmuni

  • ପ୍ରାଦେ. (ସମ୍ବଲପୁର) ବିଣ — ଏକୁଟିଆ; ନିଛାଟିଆ
  • ପ୍ରାଦେ. (ସମ୍ବଲପୁର) ବିଣ — (ଯଥା —ଏଠାରେ କେହି ନ ଥିବାରୁ ମୋତେ ଉନ୍ମୁନି ଲାଗୁଛେ।) — Lonely
  • ପ୍ରାଦେ. (ସମ୍ବଲପୁର) ବିଣ — (ଯଥା —ଏଠାରେ କେହି ନ ଥିବାରୁ ମୋତେ ଉନ୍ମୁନି ଲାଗୁଛେ।)