ଉନ୍ମାଦୀ Unmādī

  • ସଂ. ବିଣ. ପୁଂ (ଉନ୍ମାଦ+ଅଛି ଅର୍ଥରେ. ଇନ୍, ଉନ୍ମାଦିନ୍ 1 ମା. 1 ବ.) — ଉନ୍ମାଦଯୁକ୍ତ; ଉନ୍ମତ୍ତ — Mad
  • ସଂ. ବିଣ. ପୁଂ (ଉନ୍ମାଦ+ଅଛି ଅର୍ଥରେ. ଇନ୍, ଉନ୍ମାଦିନ୍ 1 ମା. 1 ବ.) — ଉନ୍ମାଦକ — Maddening