ଆରୋପିବା Āropibā

  • ଦେ. (ପଦ୍ୟ) କ୍ରି — ଆରୋପଣ କରିବା — To ascribe
  • ଦେ. (ପଦ୍ୟ) କ୍ରି — ଆମନର ବଡ଼ପଣ ନିଜଠାରେ ଆରୋପି ମାତିଛ ସିନା ଅହଙ୍କାରେ— ରାଧାନାଥ—ଦରବାର।
  • ଦେ. (ପଦ୍ୟ) କ୍ରି — ରୋଇବା — To transplant