ଆରୋପଣୀୟ Āropaṇīya

  • ସ. ବିଣ. (ଆ+ରୁହ୍ ଧାତୁ; ଣିଚ୍. ରୋପି ଧାତୁ+ କର୍ମ. ଅନୀୟ) — ଆରୋପିତ ହେବା ଯୋଗ୍ୟ — Attributable; assignable; fit to be placed; fit to be raised