ଆରୋହଣୀ Ārohaṇī

  • ସଂ. ବି. ସ୍ତ୍ରୀ.—(ଆ+ରୁହ୍+କରଣ. ଅନ+ସ୍ତ୍ରୀ ଈ) — ସିଡ଼ି — Ladder; stair
  • ସଂ. ବି. ସ୍ତ୍ରୀ.—(ଆ+ରୁହ୍+କରଣ. ଅନ+ସ୍ତ୍ରୀ ଈ) — ପାହାଚ — Flight of steps; staircase