ଆର୍କ୍ଷ Ārksha

  • ସଂ. ବିଣ (ଋକ୍ଷ+ସମ୍ବନ୍ଧ.ଅ) — ନକ୍ଷତ୍ରସମ୍ବନ୍ଧୀୟ — Pertaining to stars
  • ସଂ. ବି. — (+ଅପତ୍ୟାର୍ଥେ. ଅ)
  • ସଂ. ବି. — ରୁକ୍ଷ ତନୟ ସମ୍ବରଣ ନାମକ ରାଜା — 1. King Sambaraṇa, the son of Ruksha
  • ସଂ. ବି. — (+ସମୂହାର୍ଥେ. ଅ)—ନକ୍ଷତ୍ରସମୂହ — Multitued of stars