ଆରୋହଣ Ārohaṇa
- ସଂ. ବି. (ଆ+ରୁହ୍ ଧାତୁ=ଚଢ଼ିବା+ଭାବ. ଅନ) — ଚଢ଼ିବା; କୌଣସି ବସ୍ତୁ ବା ଯାନ ଉପରକୁ ଉଠିବା — Mounting; ascension
- ସଂ. ବି. (ଆ+ରୁହ୍ ଧାତୁ=ଚଢ଼ିବା+ଭାବ. ଅନ) — ଅଙ୍କୁରାଦି ଜନ୍ମାଇବା — Rearing; seedlings
- ସଂ. ବି. (ଆ+ରୁହ୍ ଧାତୁ=ଚଢ଼ିବା+ଭାବ. ଅନ) — (+କରଣ. ଅନ)—ସିଡ଼ି; ପାବଚ୍ଛ; ସୋପାନ — Ladder; steps
- ସଂ. ବି. (ଆ+ରୁହ୍ ଧାତୁ=ଚଢ଼ିବା+ଭାବ. ଅନ) — ଅଖିଳ ବିଭବ ଆଖଣ୍ଡଳ ପଦ ଆରୋହଣ ପରମ୍ପରାରେ। କବିସୂର୍ଯ୍ୟ।