ଆରୋହୀ Ārohī

  • ସଂ. ବିଣ. ପୁଂ. (ଆ+ରୁହ୍ ଧାତୁ=ଚଢ଼ିବା+କର୍ତ୍ତୃ. ଇନ୍ 1 ମା. 1 ବ.) — ଆରୋହଣକାରୀ; ଆରୋହକ; ଉପରକୁ ଚଢ଼ିଥିବା — Riding; ascending, climbing
  • ସଂ. ବିଣ. ପୁଂ. (ଆ+ରୁହ୍ ଧାତୁ=ଚଢ଼ିବା+କର୍ତ୍ତୃ. ଇନ୍ 1 ମା. 1 ବ.) — (ସଙ୍ଗୀତ) କ୍ରମଶଃ ଊର୍ଦ୍ଧ୍ୱକୁ ଆରୋହଣ ବା ଗତି କରୁଥିବା ସ୍ୱର — (music) Gradually ascending (tune)
  • ସଂ. ବିଣ. ପୁଂ. (ଆ+ରୁହ୍ ଧାତୁ=ଚଢ଼ିବା+କର୍ତ୍ତୃ. ଇନ୍ 1 ମା. 1 ବ.) — [ଦ୍ର—ସଙ୍ଗୀତଶାସ୍ତ୍ରରେ ସ୍ୱରର କ୍ରମଶଃ ଊର୍ଦ୍ଧ୍ୱଗତିର ନାମ 'ଆରୋହଣ' ଓ କ୍ରମିକ ନିମ୍ନ ଗତିରେ ନାମ 'ବିଲୋମ' ବା 'ଅବରୋହଣ'। ସଙ୍ଗୀତବ୍ୟବସାୟୀମାନେ କ୍ରମାନ୍ୱୟରେ ଏହି ଦ୍ୱିବିଧ ଗତିକୁ 'ଆରୋହୀ' ଓ 'ଅବରୋହୀ' କହନ୍ତି।]
  • ସଂ. ବି. — ଆରୋହଣକାରୀ ବ୍ୟକ୍ତି — A rider or passanger in a conveyance