ଆରୋପଣ Āropaṇa
- ସଂ. ବି. (ଆ+ରୁହ୍ ଧାତୁ ଣିଚ୍+ଭାବ ଅନ) — ଆରୋପ, ଏକବସ୍ତୁରେ ଅନ୍ୟ ବସ୍ତୁର ଗୁଣକୁ ସ୍ଥାପନ କରିବା — Attributing one's attribute to another; imposition; assignment
- ସଂ. ବି. (ଆ+ରୁହ୍ ଧାତୁ ଣିଚ୍+ଭାବ ଅନ) — ଆରୋହଣ କରାଇବା; ଚଢ଼ାଇବା — Causing to ascend; raising
- ସଂ. ବି. (ଆ+ରୁହ୍ ଧାତୁ ଣିଚ୍+ଭାବ ଅନ) — ଧନୁରେ ଗୁଣ ସଂଯୋଗ; ଧନୁରେ ଗୁଣ ଚଢ଼ାଇବା — Putting the arrow to the bow
- ସଂ. ବି. (ଆ+ରୁହ୍ ଧାତୁ ଣିଚ୍+ଭାବ ଅନ) — ଶସ୍ୟାଦିର ଗଛକୁ ଏକସ୍ଥାନରୁ ଓପାଡ଼ି ଅନ୍ୟ ସ୍ଥାନରେ ରୋପଣ ବା ରୋଇବା — Transplantation
- ସଂ. ବି. (ଆ+ରୁହ୍ ଧାତୁ ଣିଚ୍+ଭାବ ଅନ) — ଏକ ସ୍ଥାନରୁ ଆଣି ଅନ୍ୟ ସ୍ଥାନରେ ସ୍ଥାପନ କରିବା — Juxtraposition
- ସଂ. ବି. (ଆ+ରୁହ୍ ଧାତୁ ଣିଚ୍+ଭାବ ଅନ) — ସ୍ଥାପନ — Setting; placing