ଆରୋପ Āropa

  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ଏକ ବସ୍ତୁରେ ଅନ୍ୟ ବସ୍ତୁର ଧର୍ମକୁ ସ୍ଥାପନ କରିବା — Attributing the attribute of one thing to another thing; ascription; assignment
  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ଉଦ୍ଭାବନ; କଳ୍ପନା — Feigning; invention
  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ମିଥ୍ୟାବିଷ୍କୁରଣ; ମିଛ କଥା ଆଣି ଘଟାଇ ଦେବା; କୌଣସି ବ୍ୟକ୍ତି ନାମରେ ମିଥ୍ୟାରଟନା — False imputation
  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ଏକ ସ୍ଥାନରୁ ନେଇ ଅନ୍ୟ ସ୍ଥାନରେ ରଖିଦେବା — Placing in or on; placing upon
  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ଅର୍ପଣ — Consignment
  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ଅଭେଦଜ୍ଞାନ — Non-differentiation
  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ସ୍ଥାପନ — Placing
  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ମିଥ୍ୟାଜ୍ଞାନ; ଭ୍ରମ — Erroneous knowledge
  • ସଂ. ବି. (ଆ+ରୁହ୍ ଧାତୁ ଣିଚ୍, ରୋପି ଧାତୁ+ଭାବ. ଅ) — ଜ୍ୟାରେ ଗୁଣ ଚଢ଼ାଇବା — Setting the arrow to the bowstring