ଆତ୍ମତା Ātmatā
- ସଂ. ବି. ସ୍ତ୍ରୀ. (ଆତ୍ମନ୍+ଭାବାର୍ଥେ. ତା) — ସ୍ୱରୂପତା — The nature or essence of a thing
- ସଂ. ବି. ସ୍ତ୍ରୀ. (ଆତ୍ମନ୍+ଭାବାର୍ଥେ. ତା) — ପରମାତ୍ମତ୍ୱ — Essence of the Super-soul; the Quintessence
- ସଂ. ବି. ସ୍ତ୍ରୀ. (ଆତ୍ମନ୍+ଭାବାର୍ଥେ. ତା) — ବନ୍ଧୁତା; ପ୍ରଶୟ; ସଦ୍ଭାବ — Great friendship