ଆତ୍ମତତ୍ତ୍ୱ Ātmatattwa

  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍+ତତ୍ତ୍ୱ) — ଆତ୍ମାର ପ୍ରକୃତ ତଥ୍ୟ; ଆତ୍ମାର ସ୍ୱରୂପ — The true nature of the soul
  • ସଂ. ବି. ( 6 ଷ୍ଠୀ ତତ୍; ଆତ୍ମନ୍+ତତ୍ତ୍ୱ) — ନିତ୍ୟ-ଶୁଦ୍ଧ-ବୁଦ୍ଧ-ମୁକ୍ତ-ସତ୍-ପ୍ରତ୍ୟକ୍-ଚୈତନ୍ୟ