ଆତ୍ମଦର୍ଶନ Ātmadarṡana
- ସଂ. ବି. (ଆତ୍ମନ୍+ଦର୍ଶନ) — ଆପଣା ସମ୍ବନ୍ଧେ ବିଚାର ବା ଆଲୋଚନା — Introspection; self-examination
- ସଂ. ବି. (ଆତ୍ମନ୍+ଦର୍ଶନ) — ସମସ୍ତ ପ୍ରାଣୀଙ୍କୁ ନିଜପରି ଦେଖିବା — Viewing all beings as one's self
- ସଂ. ବି. (ଆତ୍ମନ୍+ଦର୍ଶନ) — ଆତ୍ମଜ୍ଞାନ (ଦେଖ) — Ātmajn̄āna (See)