ଆତ୍ମଜ Ātmaja

  • ସଂ. ବି. ପୁଂ. (ଆତ୍ମନ୍+ଜନ୍ ଧାତୁ=ଜନ୍ମ କରିବା+କର୍ତ୍ତୃ ଅ; ଯେ ନିଜଠାରୁ ଜନ୍ମ ହୁଏ। — ପୁତ୍ର; ସନ୍ତାନ — Son
  • ସଂ. ବି. ପୁଂ. (ଆତ୍ମନ୍+ଜନ୍ ଧାତୁ=ଜନ୍ମ କରିବା+କର୍ତ୍ତୃ ଅ; ଯେ ନିଜଠାରୁ ଜନ୍ମ ହୁଏ। — ମନୋଭବା ବୁଦ୍ଧି — Intelligence