ଆତ୍ମଜ୍ଞାନ Ātmajn̄āna
- ସଂ. ବି. ( 7 ମୀ ତତ୍; ଆତ୍ମନ୍+ଜ୍ଞାନ) — ଯଥାର୍ଥରୂପେ ଆତ୍ମାସମ୍ବନ୍ଧୀୟ ଜ୍ଞାନ; ମୋକ୍ଷ ସାଧନ ଜ୍ଞାନ — Spiritual knowledge
- ସଂ. ବି. ( 7 ମୀ ତତ୍; ଆତ୍ମନ୍+ଜ୍ଞାନ) — ଆତ୍ମଜ୍ଞାନ ପ୍ରତିକି ଶାସ୍ତ୍ର ପଢ଼ା ଜ୍ଞାନ। ଅଧିକ ନୁହଇଟି ଦ୍ୱିଜବର ଜାଣ। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି. ( 7 ମୀ ତତ୍; ଆତ୍ମନ୍+ଜ୍ଞାନ) — ପରବ୍ରହ୍ମର ସ୍ୱରୂପ ସମ୍ବନ୍ଧେ ଜ୍ଞାନ — Knowledge of the Supreme Soul
- ସଂ. ବି. ( 7 ମୀ ତତ୍; ଆତ୍ମନ୍+ଜ୍ଞାନ) — ନିଜର ଗୁଣ ଦୋଷ ବା ଅବସ୍ଥା ସମ୍ବନ୍ଧେ ଜ୍ଞାନ — Knowledge of one's own faults or merits