ଆତ୍ମଦର୍ଶକ Ātmadarṡaka

  • ସଂ. ବି. (ଆତ୍ମନ୍+ଦର୍ଶକ) — ଯହିଁରେ ଆପଣା ରୂପ ଦେଖାଯାଏ; ଦର୍ପଣ
  • ସଂ. ବିଣ. ପୁଂ. — ଆତ୍ମଜ୍ଞ (ଦେଖ)