ଆତ୍ମତତ୍ତ୍ୱଜ୍ଞ Ātmatattwajn̄a

  • ସଂ. ବିଣ. ପୁଂ. (ଆତ୍ମତତ୍ୱ+ଜ୍ଞା ଧାତୁ+କର୍ତ୍ତୃ. ଅ) — ପରମାର୍ଥତତ୍ତ୍ୱଜ୍ଞ — Having spiritual knowledge
  • ସଂ. ବିଣ. ପୁଂ. (ଆତ୍ମତତ୍ୱ+ଜ୍ଞା ଧାତୁ+କର୍ତ୍ତୃ. ଅ) — ବ୍ରହ୍ମସ୍ୱରୂପଜ୍ଞ — One who has knowledge of the Universal Soul