ଅୟନାଂଶ Ayanāṁṡa

  • ସଂ. ବି. ( 6 ଷ୍ଠୀ ତତ୍; ଅୟନ+ଅଂଶ) — ସୂର୍ଯ୍ୟଙ୍କ ଗତିବିଶେଷର କାଳର ଭାଗ
  • ସଂ. ବି. ( 6 ଷ୍ଠୀ ତତ୍; ଅୟନ+ଅଂଶ) — ସୂର୍ଯ୍ୟଙ୍କ ଗତିବିଶେଷ ବା ଅବସ୍ଥାନ