ଅୟସ୍କରିବା Ayaskaribā

  • ଦେ. କ୍ରି — ବିଳାସରେ ମାତିବା
  • ଦେ. କ୍ରି — ମଉଜରେ ରହିବା — To enjoy the amenities of life
  • ଦେ. କ୍ରି — ଆରାମ କରିବା — To enjoy rest