ଅୟନ Ayana

  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — ପଥ; ମାର୍ଗ
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — ଅୟନେ ଦେଖିଲେ ନୟନେ ନବ ପଲ୍ଲବ ଶେଯେ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (+ଭାବ. ଅନ) ଗତି — Motion
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (+କରଣ. ଅନ) ଶାସ୍ତ୍ର — Gospel; religious treatise
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (+କର୍ମ. ଅନ) ଆଶ୍ରୟସ୍ଥାନ; ବାସସ୍ଥାନ
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (+କର୍ମ. ଅନ) ଆଶ୍ରମ — Hermitage
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (+ଅଧିକରଣ. ଅନ) ସମୟ — Time
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (+ଭାବ. ଅନ) ଜନ୍ମ — Birth
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (ଲକ୍ଷଣାର୍ଥ) କର୍ତ୍ତବ୍ୟପଥ; ଅନୁଧାବିତ ମାର୍ଗ
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — କହିଥିବା କଥା କରିବା ଅନ୍ଯଥା ପ୍ରଭୁଙ୍କର ଏ ନୋହେ ଅୟନ। ଦୀନକୃଷ୍ଣ. ରସକଲ୍ଲୋଳ।
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (ଭୂଗୋଳ ପରିଭାଷା) ସୂର୍ଯ୍ୟଙ୍କର ପୃଥିବୀ ଚାରିପାଖରେ କଳ୍ପିତ ଗତି ରେଖା—ଅୟନମଣ୍ଡଳ (ଦେଖ)
  • ସଂ. ବି. 1। (ଇ ଧାତୁ=ଯିବା+ଅଧିକରଣ. ଅନ; ଯହିଁରେ ଲୋକେ ଯିବା ଆସିବା କରନ୍ତି) — (ଜ୍ୟୋତିଷ)—ସୂର୍ଯ୍ୟଙ୍କର ଷାଣ୍ମାସିକ ଗତି