ଅୟନାନ୍ତ Ayanānta

  • ସଂ. ବି. ( 6 ଷ୍ଠୀ ତତ୍; ଅୟନ+ଅନ୍ତ) — (ଜ୍ୟୋତିଷ) ଏକ ଅୟନର ଶେଷ ଓ ପରବର୍ତ୍ତୀ ଅୟନର ଆରମ୍ଭ; ଉତ୍ତରାୟଣର ଶେଷ ଓ ଦକ୍ଷିଣାୟନର ଆରମ୍ଭ; ଏବଂ ଦକ୍ଷିଣାୟନର ଶେଷ ଓ ଉତ୍ତରାୟଣର ଆରମ୍ଭ; ସନ୍ଧିକାଳ — (Astronomy) The time of the passing of one Ayana and the beginning of the next Ayana; solstice
  • ସଂ. ବି. ( 6 ଷ୍ଠୀ ତତ୍; ଅୟନ+ଅନ୍ତ) — ବିଷୁବରେଖାଠାରୁ ରବି ଉତ୍ତରକୁ ବା ଦକ୍ଷିଣକୁ ଯିବା ପଥର ଶେଷ ସୀମା — The extreme limits of the sun's northern and southern advance