ଅୟସ୍କାନ୍ତ Ayaskānta

  • ସଂ. ବି. (ଅୟଃ+କାନ୍ତ=କମନୀୟ ରତ୍ନ) — ଚୁମ୍ବକ ପଥର; ଲୌହାକର୍ଷକ ମଣି
  • ସଂ. ବି. (ଅୟଃ+କାନ୍ତ=କମନୀୟ ରତ୍ନ) — କାନ୍ତଲୌହ; ଢଳାଲୁହା