ଅୟସ୍ Ayas
- ସଂ. ବି. (ଅୟ ଧାତୁ=ଗମନ କରିବା+କର୍ତ୍ତୃ. ଅସ୍; ତୁଳ— ଲାଟିନ ଅଏସ୍=ଲୁହା) — ଲୌହ; ଲୁହା
- ସଂ. ବି. (ଅୟ ଧାତୁ=ଗମନ କରିବା+କର୍ତ୍ତୃ. ଅସ୍; ତୁଳ— ଲାଟିନ ଅଏସ୍=ଲୁହା) — ଅଗ୍ନି; ନିଆଁ
- ସଂ. ବି. (ଅୟ ଧାତୁ=ଗମନ କରିବା+କର୍ତ୍ତୃ. ଅସ୍; ତୁଳ— ଲାଟିନ ଅଏସ୍=ଲୁହା) — ଅଗୁରୁ
- ସଂ. ବି. (ଅୟ ଧାତୁ=ଗମନ କରିବା+କର୍ତ୍ତୃ. ଅସ୍; ତୁଳ— ଲାଟିନ ଅଏସ୍=ଲୁହା) — ଲୌହନିର୍ମିତ ଅସ୍ତ୍ରଶସ୍ତ୍ରାଦି
- ସଂ. ବି. (ଅୟ ଧାତୁ=ଗମନ କରିବା+କର୍ତ୍ତୃ. ଅସ୍; ତୁଳ— ଲାଟିନ ଅଏସ୍=ଲୁହା) — ଲୌହ ଘଟିତ ଔଷଧ
- ବୈଦେ. ବି. (ଆ. ଏସ୍) — ଭୋଗବିଳାସ — Luxury
- ବୈଦେ. ବି. (ଆ. ଏସ୍) — ଭୋଗ — Enjoyment
- ବୈଦେ. ବି. (ଆ. ଏସ୍) — ସୁଖସ୍ୱାଚ୍ଛନ୍ଦ୍ୟ — Comforts
- ବୈଦେ. ବି. (ଆ. ଏସ୍) — ମଉଜ — Amenities of life
- ବୈଦେ. ବି. (ଆ. ଏସ୍) — ଆରାମ — Rest; refreshment