ଅୟନମଣ୍ଡଳ Ayanamaṇḍaḻa

  • ସଂ. ବି. (ମଧ୍ୟପଦଲୋପୀ; ଅୟନ ଦ୍ୱାରା ଅଙ୍କିତ ମଣ୍ଡଳ) (ଭୂଗୋଳପରିଭାଷା)-ସୂର୍ଯ୍ୟଙ୍କର ବାର୍ଷିକ ଗତି ଦ୍ୱାରା ପୃଥିବୀ ପୃଷ୍ଠରେ କଳ୍ପିତ ଅଣ୍ଡାକାର ରେଖା; ରବିମାର୍ଗ
  • ସଂ. ବି. (ମଧ୍ୟପଦଲୋପୀ; ଅୟନ ଦ୍ୱାରା ଅଙ୍କିତ ମଣ୍ଡଳ) (ଭୂଗୋଳପରିଭାଷା) ଗ୍ରୀଷ୍ମକଟିବନ୍ଧ