ଅହିଂସା Ahiṁsā

  • ସଂ. ବି. (ଅ=ନୁହେ+ହିଂସା+ଦ୍ୱେଷ) — ପ୍ରାଣିହତ୍ୟା ପ୍ରତି ଅନିଚ୍ଛା — Aversion to slaughter
  • ସଂ. ବି. (ଅ=ନୁହେ+ହିଂସା+ଦ୍ୱେଷ) — କାୟ, ମନ ଓ ବାକ୍ୟରେ ପରର ଅନିଷ୍ଟ କରିବା ବିଷୟରେ ଅନିଚ୍ଛା — Inoffensiveness