ଅହିଂସ୍ୟ Ahiṁsya
- ସଂ. ବିଣ. (ଅ=ନୁହେ+ହିଂସ୍ୟ=ହିଂସା ବା ଅନିଷ୍ଟର ଯୋଗ୍ୟ) — ଅବଧ୍ୟ; ବଧର ଅଯୋଗ୍ୟ; ଯାହାକୁ ବଧ କରିବା ଉଚିତ ନୁହେ — Not fit or deserving to be killed
- ସଂ. ବିଣ. (ଅ=ନୁହେ+ହିଂସ୍ୟ=ହିଂସା ବା ଅନିଷ୍ଟର ଯୋଗ୍ୟ) — ଯାହାର ଅନିଷ୍ଟ କରିବା ଉଚିତ ନୁହେ — Not deserving to be injured