ଅହିଂସକ Ahiṁsaka
- ସଂ. ବଣ. (ଅ=ନୁହେ+ହଂସ ଧାତୁ=ଅନିଷ୍ଟ କରିବା+ ଅକ, ଯେ ହିଂସା କରେ ନାହିଁ) — ଯେ ଅନିଷ୍ଟକାରକ ନୁହେ — Not injurious; not hurtful
- ସଂ. ବଣ. (ଅ=ନୁହେ+ହଂସ ଧାତୁ=ଅନିଷ୍ଟ କରିବା+ ଅକ, ଯେ ହିଂସା କରେ ନାହିଁ) — କର୍ମରେ ମନରେ ଯେ ପ୍ରାଣିଦ୍ରୋହ କଥା / ଛାଡ଼ିଛି ଅହିଂସ୍ରକ ସେହି ମହାରଥା। କୃଷ୍ଣସିଂହ, ମହାଭାରତ, ଶାନ୍ତି।
- ସଂ. ବଣ. (ଅ=ନୁହେ+ହଂସ ଧାତୁ=ଅନିଷ୍ଟ କରିବା+ ଅକ, ଯେ ହିଂସା କରେ ନାହିଁ) — ଜିତେନ୍ଦ୍ରିୟ — self-controlled