ଅହିରା Ahirā

  • ପ୍ରାଦେ. (ସମ୍ବଲପୁର) ବି — ଅଗାଣ୍ଡିଆ ହାଣ୍ଡି ମାଠିଆକୁ ଭୂମିରେ ଥୟ କରି ରଖିବା ପାଇଁ ଲୋଡ଼ା ପାଳମୁଚୁଳା — Straw cushions used to put unstable and round bottomed pots on the ground