ଅହିମକର Ahimakara
- ସଂ. ବି. (ଅ=ନୁହେ+ହିମ=ଶୀତଳ+କର= କିରଣ; ଯାହାର କିରଣ ଶୀତଳ ନୁହେ=କିମ୍ବା ଅ=ବିପରୀତ+ହିମକର=ଚନ୍ଦ୍ର; ଚନ୍ଦ୍ରଙ୍କର ବିପରୀତ)
- ସଂ. ବି. ଅହିମକର ତାପ ନାଶେ ଶୋଭାସାରସ ଚକ୍ରେ—ଭଞ୍ଜ, ଲାବଣ୍ୟବତୀ।
- ସଂ. ବି. ସୂର୍ଯ୍ୟ — 1. The sun
- ସଂ. ବି. (ଦ୍ୱନ୍ଦ୍ୱ; ସର୍ପ ଓ ମଗର) ସର୍ପ ଓ ମଗର — Serpent; shark
- ସଂ. ବି. ଅହିମକର ତାପ ନାଶେ ଶୋଭାସାରସ ଚକ୍ରେ—ଭଞ୍ଜ, ଲାବଣ୍ୟବତୀ।