ଅହୃଦ୍ୟ Ahṛudya

  • ସଂ. ବିଣ. (ଅ=ନୁହେ+ହୃଦ୍ୟ=ହୃଦୟଗ୍ରାହୀ) — ଯାହା ହୃଦୟଗ୍ରାହୀ ବା ପ୍ରୀତିକର ନୁହେ; ଅପ୍ରୀତିକର — Not liked; not pleasant