ଅହେତୁ Ahetu

  • ଦେ.ବି. (ସଂ. ଅ+ଓ. ହେତୁ) — ଅଣହେତୁ; ମନେ ନ ରଖି ପାରିବା ଅବସ୍ଥା — Forgetfulness
  • ଦେ.ବି. (ସଂ. ଅ+ଓ. ହେତୁ) — ହେତୁ କରି ନପାରିବା ଅବସ୍ଥା — Unmindfulness
  • ଦେ.ବି. (ସଂ. ଅ+ଓ. ହେତୁ) — ଅମନୋଯୋଗ — Inattention
  • ଦେ. ବିଣ. — ଅମନୋଯୋଗୀ — Inattentive-
  • ଦେ. ବିଣ. — ଯେ ଶୀଘ୍ର ଭୁଲି ଯାଏ — Forgetful