ଅହିଂସ୍ର Ahiṁsra

  • ସଂ. ବିଣ. (ଅ=ନୁହେ+ହିଂସ୍ର=ହିଂସାସ୍ୱଭାବଯୁକ୍ତ) — ଯେ ହିଂସାସ୍ୱଭାବର ନୁହେ — Not hurtful by nature or habit
  • ସଂ. ବିଣ. (ଅ=ନୁହେ+ହିଂସ୍ର=ହିଂସାସ୍ୱଭାବଯୁକ୍ତ) — ଯେ ଅନିଷ୍ଟକାରୀ ନୁହେ — Not injurious by nature or habit