ଅଳଙ୍କାର Aḻaṅkāra

  • ସଂ. ବି. (ଅଳଂ=ଭୂଷିତ+କୃ ଧାତୁ+କରଣ. ଅ) — ଭୂଷଣ; ଆଭରଣ — Ornament; decoration
  • ସଂ. ବି. (ଅଳଂ=ଭୂଷିତ+କୃ ଧାତୁ+କରଣ. ଅ) — ସାହିତ୍ୟର ଶାସ୍ତ୍ରବିଶେଷ— (ଶବ୍ଦାଳଙ୍କାର ତଳେ ନୋଟ୍ ଦେଖ।) — Science of figurative speech
  • ସଂ. ବି. (ଅଳଂ=ଭୂଷିତ+କୃ ଧାତୁ+କରଣ. ଅ) — ଶବ୍ଦାର୍ଥର ଭୂଷଣ — Figure of speech
  • ସଂ. ବି. (ଅଳଂ=ଭୂଷିତ+କୃ ଧାତୁ+କରଣ. ଅ) — ଭୂଷିତ କରିବା — Bedecking; adornment