ଅଳଙ୍କର୍ମୀଣ Aḻaṅkarmīṇa

  • ସଂ. ବିଣ. ପୁଂ. (ଅଳଂ=ପାରଗ+କର୍ମନ୍=କ୍ରିୟା+ ଭାବାର୍ଥେ. ଇନ୍) — କାର୍ଯ୍ୟଦକ୍ଷ; କାର୍ଯ୍ୟକୁଶଳ — Expert
  • ସଂ. ବିଣ. ପୁଂ. (ଅଳଂ=ପାରଗ+କର୍ମନ୍=କ୍ରିୟା+ ଭାବାର୍ଥେ. ଇନ୍) — କର୍ମକ୍ଷମ — Able to work