ଅଳଞ୍ଜର Aḻan̄jara

  • ସଂ. ବି (ଅଳଂ=ଶୀଘ୍ର+ଜୃ. ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅ) — ମୃଣ୍ମୟ ପାତ୍ର — Earthen pot
  • ସଂ. ବି (ଅଳଂ=ଶୀଘ୍ର+ଜୃ. ଧାତୁ=ଜୀର୍ଣ୍ଣହେବା+କର୍ତ୍ତୃ. ଅ) — ମାଟି କଳଶ; ମାଠିଆ — Earthen pitcher