ଅଳଙ୍କୃତ Aḻaṅkṛuta

  • ସଂ. ବିଣ. ପୁଂ. (ଅଳଂ=ଭୂଷିତ+କୃ ଧାତୁ+କର୍ମ. ତ) — ଅଳଙ୍କାରଦ୍ୱାରା ଭୂଷିତ; ସଜ୍ଜିତ — Adorned; ornamented; bedecked with ornaments