ଅଳଘଞ୍ଚାଳ Aḻaghan̄chāḻa

  • ଦେ. ବି — ଅଳି; କଟାଳ — Importunity
  • ଦେ. ବି — ବିଜେ କର ଉଠି କୁଞ୍ଜେ କରିବା କେଳି ବକ୍ତା ହେଲେ ରାମା ଅଳଘଞ୍ଜାଳ ବାଳୀ। ଭଞ୍ଜ. ବୈଦେହୀଶବିଳାସ।
  • ଦେ. ବି — ନିଷେଧ — Refusal