ଅଳଙ୍କର୍ତ୍ତା Aḻaṅkarttā

  • ସଂ. ବି. ପୁଂ. (ଅଳଂ=ଭୂଷଣ+କର୍ତ୍ତା=କରିବା ଲୋକ, ଅଳଂକର୍ତ୍ତୃ, 1 ମା 1 ବ.) — ପ୍ରସାଧକ; ଭୂଷଣକାରୀ; ଯେ ଅଳଙ୍କାର ପିନ୍ଧାଇ ଦିଏ — One who furnishes or adorns another with ornaments