ଅଳଙ୍କରଣ Aḻaṅkaraṇa

  • ସଂ. ବି. (ଅଳଂ=ଭୂଷିତ କରିବା+କୃ ଧାତୁ+କରଣ. ଅନ) — ଭୂଷଣ; ଅଳଙ୍କାର; ଗହଣା — Ornaments
  • ସଂ. ବି. (ଅଳଂ=ଭୂଷିତ କରିବା+କୃ ଧାତୁ+କରଣ. ଅନ) — (+ଭାବ. ଅନ) ଅଳଙ୍କାରଦ୍ୱାରା ଭୂଷିତ କରିବା — Bedecking with ornaments