ଅଲକ୍ଷମା Alakshamā

  • ଗ୍ରା. ବି. (ସଂ. ଅଲକ୍ଷ୍ମୀ) — ଲକ୍ଷ୍ମୀଙ୍କ ବଡ଼ଭଉଣୀ; ଅଲକ୍ଷ୍ମୀ — The Goddess of misfortune
  • ଗ୍ରା. ବିଣ — କୁଲକ୍ଷଣା (ସ୍ତ୍ରୀ) — Inauspicious (woman)
  • ଗ୍ରା. ବିଣ — ହତଭାଗିନୀ (ସ୍ତ୍ରୀ) — Unfortunate (female)