ଅଲକ୍ଷ୍ୟ Alakshya

  • ସଂ. ବିଣ. (ଅ=ନୁହେଁ+ଲକ୍ଷ୍ୟ) — ସମକକ୍ଷ; ଅସମାନ — Unequal
  • ସଂ. ବିଣ. (ଅ=ନୁହେଁ+ଲକ୍ଷ୍ୟ) — ଅତୁଳନୀୟ — Incomparable
  • ସଂ. ବିଣ. (ଅ=ନୁହେଁ+ଲକ୍ଷ୍ୟ) — ଅଦୃଶ୍ୟ — Invisible
  • ସଂ. ବିଣ. (ଅ=ନୁହେଁ+ଲକ୍ଷ୍ୟ) — ଅନିର୍ଣ୍ଣେୟ — Unascertainable; undistinguishable
  • ସଂ. ବିଣ. (ଅ=ନୁହେଁ+ଲକ୍ଷ୍ୟ) — ଉଦ୍ଦେଶ୍ୟହୀନ — Without aim
  • ସଂ. ବିଣ. (ଅ=ନୁହେଁ+ଲକ୍ଷ୍ୟ) — ଅଚିହ୍ନିତ — Unmarked
  • ସଂ. ବିଣ. (ଅ=ନୁହେଁ+ଲକ୍ଷ୍ୟ) — ଯାହାର କୌଣସି ବିଶିଷ୍ଟ ଚିହ୍ନ ନାହିଁ — Having no particular mark
  • ସଂ. ବିଣ. (ଅ=ନୁହେଁ+ଲକ୍ଷ୍ୟ) — ସାମାନ୍ୟ; ତୁଚ୍ଛ — Insignificant in appearance