ଅଲକ୍ଷଣୀ Alakshaṇī

  • ଦେ. ବିଣ. ସ୍ତ୍ରୀ — ଅଲକ୍ଷଣାର ସ୍ତ୍ରୀଲିଙ୍ଗ — Feminine of Alakshaṇā
  • ଦେ. ବିଣ. ସ୍ତ୍ରୀ — କୁକ୍ଷଣେ ଜନନୀ-ଜଠରୁ ମହୀରେ ପଡ଼ି ମୁହିଁ ଅଲକ୍ଷଣୀ। ରାଧାନାଥ—ପାର୍ବତୀ।