ଅଲକତ Alakata

  • ଗ୍ରା. ଓ ପଦ୍ୟ ବି—(ସଂ. ଅଲକ୍ତକ) — ଅଲକ୍ତକ; ଅଳତା — Lac-dye
  • ଗ୍ରା. ଓ ପଦ୍ୟ ବି—(ସଂ. ଅଲକ୍ତକ) — ଅଲକତ ଦ୍ରବ ନୟନେ ବୋଳି—କବିସୂର୍ଯ୍ୟ, କବିତା।